ଚାକିରି ଛାଡ଼ି ବନିଲେ ଅଟୋ ଡ୍ରାଇଭର୍‌ : ସୋସିଆଲ୍‌ ମିଡିଆରେ ଛାଇଲା ମହିଳାଙ୍କ କାହାଣୀ

ନୂଆଦିଲ୍ଲୀ: ଯୁଗ ବଦଳିଛି, କୌଣସି କାମ ପାଇଁ ଏବେ ଆଉ ନାରୀ ଓ ପୁରୁଷ ମଧ୍ୟରେ ସେ ପାର୍ଥକ୍ୟ ନାହିଁ। ଅନେକ ସମୟରେ ଏହି କଥାଟି ପ୍ରମାଣ ହୋଇ ଚାଲିଥିବା ବେଳେ ନିକଟ‌ରେ ପୁଣି ଥରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମହିଳା ଏକ ଓଲା ଅଟୋ ବୁକ୍‌ କଲେ। ଅଟୋ ବୁକ୍‌ କରିବାର ୨ ମିନିଟ୍‌ ମଧ୍ୟରେ ତାଙ୍କ ପାଖରେ ପହଞ୍ଚିଥିଲା ଗାଡ଼ି। ସେ … Continue reading ଚାକିରି ଛାଡ଼ି ବନିଲେ ଅଟୋ ଡ୍ରାଇଭର୍‌ : ସୋସିଆଲ୍‌ ମିଡିଆରେ ଛାଇଲା ମହିଳାଙ୍କ କାହାଣୀ